ଓଡ଼ିଶା ପୁଲିସର ଦ୍ୱିତୀୟ ଆଇସୋଲେସନ୍‌ କେନ୍ଦ୍ର ଷଷ୍ଠ ବାଟାଲିଅନ

ଭୁବନେଶ୍ୱର : ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦ୍ବିତୀୟ ଆଇସୋଲେସନ୍ କେନ୍ଦ୍ର ଖୋଲିଛି। କଟକ ଓଏମ୍‌ପି ଛକରେ ଥିବା ଷଷ୍ଠ ଓଏସ୍ଏପି ବାଟାଲିଅନ୍‌ ପରିସରେ ଆଜିଠାରୁ ପୁଲିସର ଦ୍ବିତୀୟ ଆଇସୋଲେସନ୍ କେନ୍ଦ୍ର ଚାଲୁ ହୋଇଛି। ଏହି କେନ୍ଦ୍ର ଚାଲୁ ହେବା ନେଇ ପୁଲିସ ଡିଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଭୁବନେଶ୍ବରରେ ଥିବା ସବୁ ପୁଲିସ ପ୍ରତିଷ୍ଠାନର କୋଭିଡ୍ ଆକ୍ରାନ୍ତ କର୍ମଚାରୀ ଏଠାରେ ରହି … Continue reading ଓଡ଼ିଶା ପୁଲିସର ଦ୍ୱିତୀୟ ଆଇସୋଲେସନ୍‌ କେନ୍ଦ୍ର ଷଷ୍ଠ ବାଟାଲିଅନ